ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ଗ୍ରାମ ଠାରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଅବସରରେ କଲ୍ୟାଣସିଂହପୁର ବ୍ଲକଗସ୍ତ କରିଥିଲେ ବରିଷ୍ଠ କଂଗ୍ରେସନେତା ଶ୍ରୀ ନୀଳ ମାଧବ ଉଲାକା ଏହି ଅବସରରେ ଶ୍ରୀ ଗଙ୍ଗାଧର ବେହେରା, କଲ୍ୟାଣସିଂହପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଗୌତମ ବାର୍ଲି, ଶ୍ରୀ କୁମାରସ୍ୱାମୀ କୌଶଲ୍ୟା, ଶ୍ରୀ ପ୍ରଶାନ୍ତ ନନ୍ଦ କୌଶଲ୍ୟା, ଶ୍ରୀ ନାଗେଶ୍ୱର ରାଓ, ଶ୍ରୀ ବଳରାମ ନାଚିକା, ଶ୍ରୀ ଲକିନାଥ ନାଚିକା, ଶ୍ରୀ ରାମରାଅ କାଡ୍ରାକା, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର କରକରିଆ,

ଶ୍ରୀ ଜାଗାରାଓ ମିଣିଆକା, ଶ୍ରୀ ଜଗୁ ନାଚିକା ଏବଂ କୋଲନରା ବ୍ଲକ ର ବରିଷ୍ଠ କଂଗ୍ରେସ କର୍ମୀ ଶ୍ରୀ ମୋହନ ରାଓ ଙ୍କ ସହ ମିଶି ଯୋଗ ଦେଇ ଖେଳାଳିଙ୍କୁ ପୁରସ୍କୃତ କରିବା ସହ ଉତ୍ସାହିତ କରି ଥିଲେ ପରେ ତଳରାମ୍ବୁ ଗ୍ରାମ କୁ ଯାଇ ଗ୍ରାମର ମା ମାନଙ୍କୁ ଭେଟି ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିବା ସହ କୋଲନରା ବ୍ଲକ ଅନ୍ତର୍ଗତ ଦୁନ୍ଦୁଲି ପଞ୍ଚାୟତ ର ସାଂକେଶୁ ଗ୍ରାମର କଂଗ୍ରେସ କର୍ମୀ ଙ୍କ ସହ ମିଶି ଆଲୋଚନା କରି ଥିଲେ
More Stories
ବିଜେଡି ନେତ୍ରୀଙ୍କ ନିର୍ବାଚନୀ କ୍ୟାମ୍ପେନିଂ , ହୃଦୟ ଯୋଡ଼ଯାତ୍ରା l
ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆନ୍ଦୋଳନ ସହ ବ୍ଲକ ଘେରାଉ l
କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ଗୃହର ଶୁଭ ଉଦ୍ ଘାଟନ ହୋଇଯାଇଅଛି l