*ରିପୋର୍ଟର – ଯଯାତି କେଶୋରୀ ବିଶ୍ୱାଳ*
ରାଉରକେଲା : ମାନ୍ୟବର ବିଧାୟକ, କମ୍ରେଡ୍ ଲକ୍ଷ୍ମଣ ମୁଣ୍ଡା ସମାଜବାଦୀ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଅନେକ ଉଲ୍ଲେଖନୀୟ ଜନହିତକର କାର୍ଯ୍ୟ କରିଥିବାରୁ ଜାତୀୟ ସ୍ତରରେ ଆଜି ସମ୍ବର୍ଦ୍ଧିତ ହୋଇଛନ୍ତି। ସେଥିପାଇଁ ଆମେ ଆନନ୍ଦିତ ଓ ଗର୍ବିତ। ରାଉରକେଲା ନାଗରିକ ସୁରକ୍ଷା କମିଟି ଦ୍ବାରା ଆୟୋଜିତ ସଭାରେ ଓଡ଼ିଆ ଭାଷା ବିକାଶ ମଞ୍ଚ ତରଫରୁ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ବିଧାୟକ କମ୍ରେଡ୍ ଲକ୍ଷ୍ମଣ ମୁଣ୍ଡା ଙ୍କୁ ପ୍ରଗତିଶୀଳ ସାହିତ୍ୟ ପୁସ୍ତକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରୁଛନ୍ତି।
*ମାନ୍ୟବର ବିଧାୟକ କମ୍ରେଡ ଲକ୍ଷ୍ମଣ ମୁଣ୍ଡା କୁ ଆଜି ସମ୍ବର୍ଦ୍ଧିତ କଲେ ନାଗରିକ ସୁରକ୍ଷା କମିଟି*

More Stories
ବିଜେଡି ନେତ୍ରୀଙ୍କ ନିର୍ବାଚନୀ କ୍ୟାମ୍ପେନିଂ , ହୃଦୟ ଯୋଡ଼ଯାତ୍ରା l
ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆନ୍ଦୋଳନ ସହ ବ୍ଲକ ଘେରାଉ l
କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ଗୃହର ଶୁଭ ଉଦ୍ ଘାଟନ ହୋଇଯାଇଅଛି l