ବାଂଶପାଳ 05/07/2024(ଆମ ଓଡ଼ିଶା ଖବର ) ନରେନ୍ଦ୍ର ମୋଦିଙ୍କ 9 ବର୍ଷପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ର ବାଂଶପାଳ ମଣ୍ଡଳ କୁଶକଳା ସାପ୍ତାହିକ ହାଟ ପଡିଆ ଠାରେ 05/07/23 ରିଖ ଦିନ ଏକ ବିଶାଳ ଜନସଭା ଆୟୋଜନ ହୋଇଥିଲା ଉକ୍ତ ସମାହାରରେ 1500 ଶହ ରୁ ଉର୍ଦ୍ଧ କର୍ମୀଙ୍କ ସମାଗମ ହୋଇଥିଲା

ଏଥିରେ ମୁଖ୍ୟ ଏତିଥି ଭାବେ ଯଶିପୁର ବିଧାନସଭାର ବିଧାୟକ ଶ୍ରୀଯୁକ୍ତ ଗଣେଶରାମ ସିଂ ଖୁଣ୍ଟିଆ ଙ୍କ ସମେତ କେନ୍ଦୁଝର ଜିଲ୍ଲା ସଂସଦିଅ ସଂଯୋଜକ ଶ୍ରୀଯୁକ୍ତ ଶୁକଦେବ ମହାନ୍ତ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ କୈଳାଶ ନାୟକ, ଜିଲ୍ଲା ଆଦିବାସୀ ମୂର୍ଚ୍ଚା ସଭାପତି ମାନସ ନାଏକ, ତେଲକୋଇ ନିର୍ବାଚନ ମଣ୍ଡଳୀର ସଂଯୋଜକ ଉଦୟ ସାହୁ, ପ୍ରହାରି ରାଜେଶ ସିଂ, ସମାଜ ସେବି ଡାକ୍ତର ଫକୀର ମୋହନ ନାଏକ ଙ୍କ ସମେତ ନିର୍ବାଚନ ମଣ୍ଡଳୀର ମାନ୍ୟଗଣ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ବାଂଶପାଳ ମଣ୍ଡଳର ସଭାପତି ଶ୍ରୀଯୁକ୍ତ ପ୍ରହଲ୍ଲାଦ ମହାକୁଡ଼ ଙ୍କ ଦ୍ୱାରା ଏହିସଭା ପରିଚାଳିନା ଆୟୋଜନ କରାଯାଇଥିଲା ମୁଖ୍ୟ ଏତିଥି ଏବଂ ଅନ୍ୟାନ୍ୟ ବକ୍ତାମାନେ ନରେନ୍ଦ୍ର ମୋଦି ଙ୍କର ସେବା, ଶୁଶାନ ଓ ଗରିବ କଲ୍ୟାଣ ବିସ୍ତୃତ ଭାବରେ ଆଲୋକ ପାତ କରାଯାଇଥିଲା
କେନ୍ଦୁଝର ତେଲକୋଇ ରୁ ଜଗନ୍ନାଥ ମହନ୍ତ ଙ୍କ ରିପୋର୍ଟ ଆମ ଓଡିଶା

More Stories
ବିଜେଡି ନେତ୍ରୀଙ୍କ ନିର୍ବାଚନୀ କ୍ୟାମ୍ପେନିଂ , ହୃଦୟ ଯୋଡ଼ଯାତ୍ରା l
ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆନ୍ଦୋଳନ ସହ ବ୍ଲକ ଘେରାଉ l
କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ଗୃହର ଶୁଭ ଉଦ୍ ଘାଟନ ହୋଇଯାଇଅଛି l