ରିପୋର୍ଟ -ବଳମନ୍ତ ନାୟକ
ଭବାନୀପାଟଣା : ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ଲାଲବାହାଦୁ ଷ୍ଟାଡିଅମ ପରିସରରେ ଭାରତୀୟ ଜନତା ପାର୍ଟି ଅଦକ୍ଷ ଜେ. ପି. ନାଡ୍ଡା ବିଜେପି ସରକାର ଙ୍କ ଜନ ହିତ କର କଲ୍ୟାଣ ଯୋଜନା ଗୁଣ ଗାନ କରିଥିଲେ l ଓଡିଶା ସରକାର ଉପରେ ବିଷଣ ଗର୍ଜୀ ଉପାଡି ପିଙ୍ଗି ଦେବା ପାଇଁ ଜନ ସମ୍ବର୍ଦ୍ଧନା କରିଥିଲେ l ଉକ୍ତ ସଭା ରେ ଡବଲ ଇଂ ଜି ନି ସରକାର ଆବଶକ୍ୟ ତା ଉପରେ ଆଲୋଚନା କରିଥିଲେ

l ମଞ୍ଚରେ କେନ୍ଦ୍ର ସରକାର ବରିଷ୍ଠ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡା, ସଂଗୀତା ସିଂ ଦେଓ, ରାଜ୍ୟ ବି. ଜେ. ପି ଅଦକ୍ଷ ମନ ମୋହନ ସାମଲ , ଜାତୀୟ ଉପାଧ୍ୟାକ୍ଷ: ବୟଜୟନ୍ତ ପଣ୍ଡା ପ୍ରମୁଖ ନେତା ଙ୍କ ଗୋଟିଏ ସ୍ୱର ମୋଦି ଙ୍କ ଗୁଣ ଗାନ କରିବା ଦୁର୍ନୀତି ଗ୍ରସ୍ତ ରାଜ୍ୟ ସରକାର ଙ୍କ ହଟେଇ ବା ଭାଷଣ ହିଁ ଶୁଣିବାକୁ ମିଳିଥିଲା l କିନ୍ତୁ ମୁଖ୍ୟ ବିଷୟ , “ଗରିବ କଲ୍ୟାଣ ମହା ସମାବେଶ “ରେ ଗରିବଙ୍କ ହକ ପାଇଁ କିଛି ବି ଆଖି ଦୁର୍ଷିଆ ବକ୍ତବ୍ୟ ଶୁଣିବାକୁ ମିଳିନଥିଲା l ଉପସ୍ଥିତ ଜନତା ନାଡ୍ଡା ଜୀ ଙ୍କ ଉପରେ ଭରଷା ଓ ବିଶ୍ୱାସ ଥିଲା ଶେଷରେ ନିରାଶ ହୋଇ ପେରିବା ବାର ଦେଖି ବାକୁ ମିଳିଥିଲା

lବିଜେପି କାର୍ଯ୍ୟ କର୍ତ୍ତା ମନ ବଳ ବାଡେଇ ବା ଦିଗ ରେ ଆଗାମୀ 2024 ନିର୍ବାଚନ ପାଇଁ ଅଧିକ ରୁ ଅଧିକ ପରିଶ୍ରମ କରିବା ସଂକଳ୍ପ ନେବାର ଏହି ସମାବେଶ ର ଲକ୍ଷ ଥିଲେ ଲ ଶେଷରେ କଳାହାଣ୍ଡି ବିକାଶ ପାଇଁ କେନ୍ଦ୍ରସରକାର ସବୁବେଳେ ତତ୍ପର ବୋଲି କହି ଥିଲେ l
More Stories
ବିଜେଡି ନେତ୍ରୀଙ୍କ ନିର୍ବାଚନୀ କ୍ୟାମ୍ପେନିଂ , ହୃଦୟ ଯୋଡ଼ଯାତ୍ରା l
ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆନ୍ଦୋଳନ ସହ ବ୍ଲକ ଘେରାଉ l
କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ଗୃହର ଶୁଭ ଉଦ୍ ଘାଟନ ହୋଇଯାଇଅଛି l