ବୌଦ୍ଧ :(ଚିତ୍ତରଞ୍ଜନ ସିଂ )
ବୌଦ୍ଧ ଉପ ଜିଲ୍ଲାପାଳ ଙ୍କୁ ବୌଦ୍ଧ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଏକ ୫ ଦଫା ସମ୍ବଳିତ ଦାବି ପତ୍ର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ରବି କୁମାର ଦେଓ ଙ୍କ ନେତୃତ୍ବରେ ପ୍ରଦାନ କରା ଯାଇଥିଲା.ତତ ସହିତ ଗୁରୁଜିମୁଣ୍ଡ। ଠାରେ ସlଲୁଙ୍କି ନଦୀରେ ଏକ ନଦୀ ବନ୍ଧ ନିର୍ମାଣ ଯୋଜନା କୁ ମଧ୍ୟ ଦାବି କରାଯାଇଥିଲା!
କୃଷିଯନ୍ତ୍ର ପ।ତି କିଣାରେ ବ୍ୟାପକ ଦୁର୍ନୀତି ଓ ଧାନ କିଣା ରେ କଟନି ଛଟନୀ ର ସି. ବି. ଆଇ . ତଦନ୍ତ ପାଇଁ ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି,କୃଷକ ନେତା ସୂର୍ଯ୍ୟ ନାରାୟଣ ମହାପାତ୍ର, ଯୁଗୋଳ କିଶୋର ସାମଲ, ନବୀନ ହୋତା, ଶମ୍ଭୁ ପ୍ରଧାନ, ଦାଶରଥି ବାରିକ, ମନୋରଞ୍ଜନ ଦାସ, ସଂଗ୍ରାମ ବେହେରା, ଶେଷ ଛାନ୍ଦ, ସୁଦାମ ମେଣ୍ଡୁଳି ଙ୍କ ସମେତ ବିଜେପି କୃଷକ ମୋର୍ଚା ର କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ!
More Stories
ବିଜେଡି ନେତ୍ରୀଙ୍କ ନିର୍ବାଚନୀ କ୍ୟାମ୍ପେନିଂ , ହୃଦୟ ଯୋଡ଼ଯାତ୍ରା l
ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆନ୍ଦୋଳନ ସହ ବ୍ଲକ ଘେରାଉ l
କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ଗୃହର ଶୁଭ ଉଦ୍ ଘାଟନ ହୋଇଯାଇଅଛି l