ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା15/10 :ବୌଦ୍ଧ ଜିଲ୍ଲା ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ଗତକାଲି ଭୁବନେଶ୍ୱର ସ୍ଥିତ ଶାଳିଆ ସାହିରେ ରହୁଥିବା ଗରିବ ମହିଳା ଓ ଶିଶୁ ଙ୍କୁ ଉକ୍ତ ସେବା ଟ୍ରଷ୍ଟର ଭୁବନେଶ୍ଵର ର ସହାୟତା ରେ ବୌଦ୍ଧ ଜିଲ୍ଲା ର ସ୍ବେଚ୍ଛାସେବୀ ମାନେ ପହଁଚି ମାଗଣା ପୋଷାକ ଗରିବ ମହିଳା ଓ ଶିଶୁ ଙ୍କୁ ବଣ୍ଟନ କରାଯାଇଥିବା ନେଇ ସଙ୍ଘଠନ ର ସମ୍ପଦକ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି ଜଣ । ଏହି କାର୍ଯ୍ୟକ୍ରମ କୁ ୟାରା (NGO) ର ସ୍ଵେଚ୍ଛାସବୀ ବରୁଣ ବେହେରା ଓ ଲିଜା ବେହେରା ପରିଚାଳନା କରିଥିଲେ । ମହିଳା ଓ ଶିଶୁ ମାନେ ପୋଷାକ ପାଇବା ପରେ ବହୁତ୍ ଖୁସି ଥିବାର ଦେଖିବାକୁ ମିଳିଥିଲା ।
ଅସହାୟ ଙ୍କୁ ମାଗଣା ପୋଷାକ ବଣ୍ଟନକଲା ସ୍ବେଛାସେବୀ ସଂଗଠନ l

More Stories
ସ୍ୱାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ,
ବିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର
ଜନ୍ମଦିନକୁ ଧୂମଧାମ ରେ ପାଳନ କଲେ ବିଜେଡି ଯୁବ ନେତା ପ୍ରମୋଦ ପଣ୍ଡା ଙ୍କ ଫ୍ୟାନ୍ସ l