ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ )ବିଜେପି ବୌଦ୍ଧ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ଏକ ବିଶେଷ ରକ୍ତ ଦାନ ଶିବିର କଣ୍ଟାମାଳ ବିଧାନସଭା ଅନ୍ତର୍ଗତ ମାନମୁଣ୍ଡ। ପୂର୍ତ୍ତ ବିଭାଗର ଡାକ ବଙ୍ଗଳାଠାରେ ,ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଟଳ ପ୍ରଧାନ ଙ୍କ ନେତୃତ୍ବରେ ଅନୁଷ୍ଟିତ ହୋଇଥିଲା।ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ଜନ୍ମ ଦିନ ପାଳନ ଅବସରରେ ଜିଲ୍ଲା ରେ ସେବାପକ୍ଷ କର୍ଯ୍ୟ କ୍ରମ ଅନୁଯାୟୀ।ଆଜିର ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ଶ୍ରୀ କାନେହିଁ ଚରଣ ଡ।ଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଉଦ ଘାଟନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ସୁଶାନ୍ତ କୁମାର ବାଘ , ମଣ୍ଡଳ ସଭାପତି ଶ୍ରୀ ନିରଞ୍ଜନ କର୍ଣ୍ଣ ଶ୍ରୀ ଯୀଶୁ ପ୍ରଧାନ ,ଶ୍ରୀ ପଞ୍ଚମଣ ଜଗଡଳ।, ଙ୍କ ସହିତ ଜିଲ୍ଲା ବିଜେପି ର ସର୍ବ ଶ୍ରୀ ପଙ୍କଜ ବାରିକ , ତ୍ରିବିକ୍ରମ ମହାକୁଡ ,ରାକେଶ ମଲିକ , ସଚିଦାନନ୍ଦ ନାୟକ,ଶୈଳେଶ ପ୍ରଧାନ,ପ୍ରଭାତ ଦେହୁରୀ , ଯତୀନ ବଣ୍ଡିକ ,ଯଯାତି ପ୍ରଧାନ, ସୁବାସ ଦେହୁରୀ,ଶୁକଦେବ ପ୍ରଧାନ, ବାବୁନ ଗାଈ ଗୌରୀ ଆ,ରାକେଶ ସାହୁ ଶ୍ରୀମତୀ ପୁଷ୍ପା ମହଲା,ଅରୁଣା କର୍ଣ୍ଣ ,ବେବିନା ସାହୁ,ସସ୍ମିତା ବେହେରା ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ରକ୍ତଦାନ ଶିବିର କୁ ବୌଦ୍ଧ ଜିଲ୍ଲା ସଦମହକୁମା ର ଡାକ୍ତର ଶ୍ରୀ ଯୁକ୍ତ ସା ଙ୍କ ସହିତ ଏକ ଟିମ୍ ଅନ୍ୟାନ୍ୟ ପଦାଧିକାରୀ ଯୋଗ ଦେଇ ସର୍ବମୋଟ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।, ( ଚିତ୍ତରଞ୍ଜନ ସିଂହ )ବିଜେପି ବୌଦ୍ଧ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ଏକ ବିଶେଷ ରକ୍ତ ଦାନ ଶିବିର କଣ୍ଟାମାଳ ବିଧାନସଭା ଅନ୍ତର୍ଗତ ମାନମୁଣ୍ଡ। ପୂର୍ତ୍ତ ବିଭାଗର ଡାକ ବଙ୍ଗଳାଠାରେ ,ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଟଳ ପ୍ରଧାନ ଙ୍କ ନେତୃତ୍ବରେ ଅନୁଷ୍ଟିତ ହୋଇଥିଲା।ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ଜନ୍ମ ଦିନ ପାଳନ ଅବସରରେ ଜିଲ୍ଲା ରେ ସେବାପକ୍ଷ କର୍ଯ୍ୟ କ୍ରମ ଅନୁଯାୟୀ। ଆଜିର ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ଶ୍ରୀ କାନେହିଁ ଚରଣ ଡ।ଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଉଦ ଘାଟନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ସୁଶାନ୍ତ କୁମାର ବାଘ , ମଣ୍ଡଳ ସଭାପତି ଶ୍ରୀ ନିରଞ୍ଜନ କର୍ଣ୍ଣ ଶ୍ରୀ ଯୀଶୁ ପ୍ରଧାନ ,ଶ୍ରୀ ପଞ୍ଚମଣ ଜଗଡଳ।, ଙ୍କ ସହିତ ଜିଲ୍ଲା ବିଜେପି ର ସର୍ବ ଶ୍ରୀ ପଙ୍କଜ ବାରିକ , ତ୍ରିବିକ୍ରମ ମହାକୁଡ ,ରାକେଶ ମଲିକ , ସଚିଦାନନ୍ଦ ନାୟକ,ଶୈଳେଶ ପ୍ରଧାନ,ପ୍ରଭାତ ଦେହୁରୀ , ଯତୀନ ବଣ୍ଡିକ ,ଯଯାତି ପ୍ରଧାନ, ସୁବାସ ଦେହୁରୀ,ଶୁକଦେବ ପ୍ରଧାନ, ବାବୁନ ଗାଈ ଗୌରୀ ଆ,ରାକେଶ ସାହୁ ଶ୍ରୀମତୀ ପୁଷ୍ପା ମହଲା,ଅରୁଣା କର୍ଣ୍ଣ ,ବେବିନା ସାହୁ,ସସ୍ମିତା ବେହେରା ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ରକ୍ତଦାନ ଶିବିର କୁ ବୌଦ୍ଧ ଜିଲ୍ଲା ସଦମହକୁମା ର ଡାକ୍ତର ଶ୍ରୀ ଯୁକ୍ତ ସା ଙ୍କ ସହିତ ଏକ ଟିମ୍ ଅନ୍ୟାନ୍ୟ ପଦାଧିକାରୀ ଯୋଗ ଦେଇ ସର୍ବମୋଟ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।
ବିଜେପି ଯୁବମୋର୍ଚ୍ଚା ବୌଦ୍ଧ ତରଫରୁ ଆୟୋଜିତ ବିଶେଷ ରକ୍ତଦାନ ଶିବିର ମନମୁଣ୍ଡା ଠାରେ l

More Stories
ବିଜେଡି ନେତ୍ରୀଙ୍କ ନିର୍ବାଚନୀ କ୍ୟାମ୍ପେନିଂ , ହୃଦୟ ଯୋଡ଼ଯାତ୍ରା l
ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆନ୍ଦୋଳନ ସହ ବ୍ଲକ ଘେରାଉ l
କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ଗୃହର ଶୁଭ ଉଦ୍ ଘାଟନ ହୋଇଯାଇଅଛି l