ବାଣପୁର ( ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ଅଦ୍ୟତା ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତର ମିଶନ ଶକ୍ତି ଗୃହର ଶୁଭ ଉଦ୍ ଘାଟନ କରିଥିଲେ ସରପଞ୍ଚ ଶ୍ରୀମତୀ ସରୋଜିନୀ ପ୍ରଧାନ, ପୂର୍ବତନ ସରପଞ୍ଚ ତଥା ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଆଜି ମିଶନ ଶକ୍ତି ଗୃହର ଶୁଭ ଉଦ୍ ଘାଟନ ସମାରୋହରେ ଯୋଗ ଦେଇଥିଲେ
ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନ,ନନ୍ଦପୁର ସରପଞ୍ଚ ଶ୍ରୀଯୁକ୍ତ ପୁଷ୍ପମିତ୍ର ଖୁଣ୍ଟିଆ , ତୁମୁରାପୁଟ ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠୀ,ତୋରସିଂହ ସରପଞ୍ଚ ଶ୍ରୀଯୁକ୍ତ ଆକାଶ ପ୍ରଧାନ, ଗମ୍ଭାରୀମୁଣ୍ଡା ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଚିନ୍ମୟ ପଟ୍ଟନାୟକ,ସମିତି ସଭ୍ୟା ଶ୍ରୀମତୀ ଝୁନା ପଲେଇ, ବାଣପୁର ବ୍ଲକ ମିଶନ ଶକ୍ତି ସଭାପତି ଶ୍ରୀମତୀ କବିତା ମହାପାତ୍ର,ସେକ୍ରେଟାରୀ ଶ୍ରୀମତୀ ବେବିନା ତ୍ରିପାଠି, ନାଏବ ସରପଞ୍ଚ ଶ୍ରୀଯୁକ୍ତ ବ୍ୟୋତ କେଶ ମହାପାତ୍ର,ସଭାପତି ଶ୍ରୀଯୁକ୍ତ ନବକିଶୋର ସ୍ୱାଇଁ,ଯୁବ ନେତା ସୁରେଶ ପ୍ରଧାନ,ଆଫେକ୍ସ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ତରାଇ ,କୁମାରାଙ୍ଗ ଶାସନ ମିଶନ ଶକ୍ତି ସଭାପତି ଶ୍ରୀମତୀ ମମତା ଉଦଣ୍ଡରାୟ,ଏ ମ୍ବି କେ ଶ୍ରୀମତୀ ସୁଜ୍ଞାନି ହୋତା,ସମସ୍ତ ମିଶନ ଶକ୍ତିର ସିଆରପି ମାଆ ମାନେ ଏବଂ ଯୁବ ଛାତ୍ର ନେତୃମଣ୍ଡଳୀ,
More Stories
ବିଜେଡି ନେତ୍ରୀଙ୍କ ନିର୍ବାଚନୀ କ୍ୟାମ୍ପେନିଂ , ହୃଦୟ ଯୋଡ଼ଯାତ୍ରା l
ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆନ୍ଦୋଳନ ସହ ବ୍ଲକ ଘେରାଉ l
ବାଣପୁରରେ ବିଜୁ ଜନତା ଦଳ ତରଫରୁ ପଶିକ୍ଷଣ ଶିବିର ଆଜି ଦୁତିଅ ଦିନରେ l