ଚିଲିକା ବାଣପୁର:ଆଜି ପବିତ୍ର ଦଶହରା ଅବସରରେ ଆପଣଙ୍କୁ ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା,ଜଗତର ନାଥ ଜଗନାଥ ଓ ଜଗତ ଜନନୀ ମାଁ ଭଗବତୀ ଙ୍କ ପାଖରେ ମୁଁ ପ୍ରାର୍ଥନା କରୁଅଛି ଦଶହରା ଉପଲକ୍ଷେ ଚିଲିକା ବାସି ଓ ଭେଟେଶ୍ୱର ପଞ୍ଚାୟତ ର ସମସ୍ତ ଗୁରୁଜନ ଓ ଭାଇଭଉଣୀ ମାନଙ୍କୁ ମୋର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଅଛି l
More Stories
ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ , 2 ଜଣଙ୍କ ଲାଇସେନ୍ସ ରଦ୍ଦ l
ମା କଜଳେଇ ଦେବୀ ଯୁବକ ସଂଘ ଦ୍ୱାରା ଆୟୋଜିତ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା l
ବାସନ୍ତୀ ମହାପାତ୍ରଙ୍କ ବିଶାଳ ବାଇକ ଶୋଭାଯାତ୍ରା l