( ବିୟୁରୋ ରିପୋର୍ଟ )
ଚିଲିକା ର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ଚିଲିକା ନିର୍ବାଚନ ମଣ୍ଡଳୀରେ ଏକମାସ ହେଲା ଚା ଖଟି କରିଆସୁଥିଲେ ସେହିଭଳି ଆଜି ସକାଳୁ ବାଣପୁର ବିଷରପାଟଣା ଛକ ଏକ ଚା ଦୋକାନ ସମୂହରେ ଚାହା ଖଟି କରୁଥିବା ସମୟରେ କିଛି ଯୁବକ ସାହୁଙ୍କ ଉପରେ ବିରୋଧ କରି ଅଣ୍ଡା ଓ ଟମାଟ ମାଡ କରିଥିଲେ l
More Stories
ବିଜେଡି ନେତ୍ରୀଙ୍କ ନିର୍ବାଚନୀ କ୍ୟାମ୍ପେନିଂ , ହୃଦୟ ଯୋଡ଼ଯାତ୍ରା l
ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆନ୍ଦୋଳନ ସହ ବ୍ଲକ ଘେରାଉ l
କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ଗୃହର ଶୁଭ ଉଦ୍ ଘାଟନ ହୋଇଯାଇଅଛି l