ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ବାଲିଗୁଡ଼ା ମହାସିଙ୍ଗି ସ୍ତିତ ବାଲିଗୁଡ଼ା ବିଧାନସଭା ମଣ୍ଡଳୀର ବିଜେଡ଼ି କାଯ୍ୟାଳୟ ଠାରେ ବିଧାୟକ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କ.ନୁଆଗାଁ ବ୍ଲକ ବିଜେଡି କର୍ମୀ ଆସି ବିଧାୟକ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କନ୍ଧମାଳ ଜିଲ୍ଲା ର ଜିଲ୍ଲା ଯୋଜନା ବଡ଼ ଅଧକ୍ଷ ଭାବରେ ନିୟୋଜିତ ହୋଇଛନ୍ତି । ରାଜ୍ୟ ରୁ ଏହାର ନୋଟିଫିକିସନ ବାହାରିବା ପରେ ଏବେ ସମ୍ପୂର୍ଣ୍ଣ କନ୍ଧମାଳ ଜିଲ୍ଲା ରୁ ବିଧାୟକ ଚକ୍ରମଣି କହଁର ଙ୍କୁ ସ୍ୱାଗତ ଜଣାଉଛନ୍ତି ବିଜେଡି କର୍ମୀ ।ବାଲିଗୁଡ଼ା ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ସାଂସଦ ଡ.ଅଚ୍ୟୁତ ସାମନ୍ତ ,ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ବିଜୟ ନାୟକ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଏବଂ ସାଂସଦ ପ୍ରତିନିଧି ଶ୍ରୀ ଟୁନା ପ୍ରଧାନ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣୀ କହଁର

More Stories
ବିଜେଡି ନେତ୍ରୀଙ୍କ ନିର୍ବାଚନୀ କ୍ୟାମ୍ପେନିଂ , ହୃଦୟ ଯୋଡ଼ଯାତ୍ରା l
ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆନ୍ଦୋଳନ ସହ ବ୍ଲକ ଘେରାଉ l
କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ଗୃହର ଶୁଭ ଉଦ୍ ଘାଟନ ହୋଇଯାଇଅଛି l