ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଖମନଖୋଲ ପଞ୍ଚାୟତ କଞ୍ଜାଲାଗୁ ଲଣ୍ଡା ଗାଁ ବଲାଙ୍ଗୀରି ଯିବା ରାସ୍ତା ରେ ମାଓ ପୋଷ୍ଟର ପୁଣି ଥରେ ଲାଗିଛି ମାଓ ପୋଷ୍ଟ କେକେ ବିଏ ନ ଡିଭିଜନାଲ କମିଟି ସିପିଆଇ ମାଓବାଦୀ ତରଫରୁ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି l ପୋଲିସର ଦମନ ଓ ମିଥ୍ୟା ଏନ କାଉଣ୍ଡ ର ବିରୋଧରେ କନ୍ଧମାଳ ଜିଲ୍ଲା କଳାହାଣ୍ଡି ବୌଦ୍ଧ ଓ ନୟାଗଡ଼ ଜିଲ୍ଲାକୁ 12ଘଣ୍ଟା ବନ୍ଦ ଡାକରା ନେଇ ମାଓବାଦୀ ଙ୍କ ଏହିଭଳି ପୋଷ୍ଟର ଉଲେଖ ରହିଅଛି ଏହି ପୋଷ୍ଟର ଦେଖିବା ପରେ ସ୍ଥାନିୟ ଲୋକ ଭୟ ଭିତହୋଇ ଯାଇଥିବା ଜଣା ପଡ଼ିଛି l ବାଲିଗୁଡ଼ାରୁ ଲଣ୍ଡାଗାଁ , ବଲାଙ୍ଗୀରି, ସମ୍ବଲପୁର ଯିବା ଆସିବା ଯାନବାହାନା ବନ୍ଦ ହେଇଛି l
More Stories
ଭୁଷଣ୍ଡପୁର ଶିଶୁପୁତ୍ରକୁ ଅପହରଣ ଓ ହତ୍ୟା ଘଟଣା : ୨ ହତ୍ୟାକାରୀ ଗିରଫ
******** ******* ******
ଧରାପଡିଲା ଗଞ୍ଜେଇ ବେପାରୀ l
ମହିଳାଙ୍କର ମୃତଦେହ ଏକ ପୋଲ ତଳୁ ଉଦ୍ଧାର କରିଛି ବୈପାରୀଗୁଡା ପୋଲିସ !