( ରିପୋର୍ଟ :ଫିଲିପ କୁମାର ଦିଗାଲ )
କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ପାରିଗଡ଼ ଗ୍ରାମ ପଞ୍ଚାୟତ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ 5 T ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ସୁବାଷ ଚନ୍ଦ୍ର ସାହୁ ଙ୍କ ନାମରେ ଅଭିଯୋଗ ଆଣିଲେ ପାରିଗଡ଼ ଗ୍ରାମ ବାସୀ l କହିବା ଅନୁ ସାରେ ଗତ ଚାରୀ ଦିନ ତଳେ ସ୍କୁଲ ଛାତ୍ର ଛାତ୍ରୀ ଲୁହା ଖଟ ଭୂଇଁ ଥିବା ନିୟୁଜ ରେ ପ୍ରଚାରିତ ହେଇ ଥିବା ଗ୍ରାମ ବାସୀ ନିନ୍ଦା କରିବା ସହିତ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ଙ୍କ ଠାରୁ 500ଟଙ୍କା ଦିଅ ସାଟିପିକେଟ ନିଅ ଏହା ପ୍ରତି ବାଦ କରିବାରୁ ପ୍ରଧାନ ଶିକ୍ଷକ ପିଲା ମାନଙ୍କ ଟ୍ରାସପର ସାର୍ଟିଫିକେଟ ନଦେବାରୁ ପିଲା ମାନେ ଉଚ୍ଚ ଶିକ୍ଷିତ କୁ ଯାଇ ପାରି ନଥିବା କହି ଛନ୍ତି l ଏତିକି ରେ ସରିନାହିଁ କାଠ ବାହାରୁ ଆସିବ ସ୍କୁଲ ଭିତରେ ପିଲାମାନେ ଭୁହିବେ ଖାଦ୍ୟ କହିଲେ ନସରେ l ସେଥିପାଇଁ ଗ୍ରାମ ବାସୀ ଉପର ଅଧିକାରୀ ଙ୍କୁ ଅନୁରୋଧ କରିଛନ୍ତି ତଦନ୍ତ କରନ୍ତୁ ସତ୍ୟ ସାମ୍ନାନକୁ ଆଣନ୍ତୁ l ଏ ଭାବଦରେ ଗ୍ରାମ ବାସୀ ଅଭିଯୋଗ ଆଣି ଛନ୍ତି ଛାତ୍ର ଛାତ୍ରୀ କିପରି କାଠ ନେଉଛନ୍ତି ସ୍କୁଲ ଭିତରକୁ ଦେଖନ୍ତୁ l ଏହାକୁ ଘର ନିନ୍ଦା କରିଛନ୍ତି SMC ସଭାପତି ଶ୍ରୀ ସୁକାନ୍ତ ପ୍ରଧାନ, ପୂର୍ଵତନ କୋଟଗଡ଼ ବ୍ଲକ x ଉପା ଧକ୍ଷ, ଶ୍ରୀ ସାମୁଏଲ ପ୍ରଧାନ ଶ୍ରୀ ଭିମ୍ବାଧର ପୂଝାରୀ ୱାର୍ଡ ମେମ୍ବର, ବିସିକେଶନ ବେହେଦଳେଇ,ଶ୍ରୀ ବିରଞ୍ଚି ପୂଜାରୀ l
More Stories
ସ୍ୱାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ,
ବିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର
ଜନ୍ମଦିନକୁ ଧୂମଧାମ ରେ ପାଳନ କଲେ ବିଜେଡି ଯୁବ ନେତା ପ୍ରମୋଦ ପଣ୍ଡା ଙ୍କ ଫ୍ୟାନ୍ସ l