ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ବଡକୁଳ ମଣ୍ଡଳ ବିଜେପି କାର୍ଯ୍ୟକାରୀଣି ବୈଠକ ହୋଇଯାଇଛିl ଏଥିରେ ପାଞ୍ଚଟି ପଞ୍ଚlୟତ ଯଥା ଅଠର ବାଟିଆ, ସୀଙ୍ଗେଶ୍ଵର, ବଡକୁଳ, ଡୁଙ୍ଗମାଳ ଓ ନିମିକ୍ଷେତା ପଞ୍ଚାୟତ ର ତୃଙ୍ଗ ନେତା ଓ ପଞ୍ଚାୟତ ଗ୍ରାମ ମାନଙ୍କ ରୁ ଆସିଥିବା ରଛାମୁଆ ସଂଗଠକ ଆସି ବୈଠକ ରେ ଯୋଗ ଦେଇଥିଲେ l ଏଥିରେ ଭାରତୀୟ ଜନତା ପାର୍ଟି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ,ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଧୂସ୍ମନ୍ତ ହରିଚନ୍ଦନ, ପୂର୍ବତନ ଜିଲ୍ଲାପରିଷଦ ଦିଲ୍ଲୀପ କୁମାର ମହାନ୍ତି, ମୁଖ୍ୟ ସଂଗଠିକା ମମତା ପରିଡା, ଲଷ୍ମଣ ପ୍ରଧାନ, ଭାଗବତ ଜାଲି, ପବିତ୍ର କୁମାର ଦାସ, ପାଣ୍ଡଵ ମାର୍ଥା ବ୍ରଭୃତି ଯୋଗ ଦେଇଥିଲେ l ଆଗାମୀ 2024 ଇଲେସ୍କନ କୁ ଆଖିଆଗରେ ରଖି ତୃଣମୂଳ ସ୍ଥରରେ ସଂଗଠକଙ୍କ ଜରିଆରେ ଜନତାଙ୍କୁ ମଝବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ l ଚିଲିକା ରେ ବିଜେଡି ଦଳର ଗୋଷ୍ଟି କନ୍ଦଳ ଫାଇଦା ନେବାପାଇଁ ବିଜେପି ଛକିବସିଥିବା ବେଳେ, ମଣ୍ଡଳ ବୈଠକ ସତେ ଯେମିତି ଖୋରାକ ଯୋଗାଇବା ଭଳି ସଦୃଶ ହେଉଛି l ଯାହା ଫଳରେ ବର୍ତମାନ ସମୟରେ ମଣ୍ଡଳ ମିଟିଙ୍ଗ ବାରମ୍ବାର ହେଉଥିବା ନଜରକୁ ଆସୁଛି!
ବାବା ରାମେଶ୍ୱର ଙ୍କ ପୀଠରେ ବଡକୁଳ ମଣ୍ଡଳ କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ!!

More Stories
ସ୍ୱାମୀକୁ ଛାଡି ଘର ସଂସାର କଲା ସ୍ତ୍ରୀ,
ବିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର
ଜନ୍ମଦିନକୁ ଧୂମଧାମ ରେ ପାଳନ କଲେ ବିଜେଡି ଯୁବ ନେତା ପ୍ରମୋଦ ପଣ୍ଡା ଙ୍କ ଫ୍ୟାନ୍ସ l